Select a date and time slot to book an Appointment
Date Of Appointment
BREAKING NEWS
ODISHA MIRROR LIVE
*ଖବର ଆଜିର* ତାରିଖ ୨୦/୦୬/୧୯, ଗୁରୁବାର ୧-ପଶ୍ଚିମ ଓଡ଼ିଶାରେ ୩.୭ ତୀବ୍ରତା ଭୂକମ୍ପ ପରେ ଆଶଙ୍କା ବଢ଼ିଲା। ଓଡ଼ିଶା ଭୂଖଣ୍ଡ ଫାଟ ଅସ୍ଥିର। ବିପଦ ଜୋନରେ ୪୩ ସହର। ୨-ପାକ ସୀମାରେ ନୂଆ ଯୁଦ୍ଧ ନୀତି ଆପଣାଇବ ଭାରତୀୟ ସେନା,ନିୟୋଜିତ କରିବ ଇଣ୍ଟିଗ୍ରେଟେଡ ବେଟଲ ଗ୍ରୁପ। ୩-୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୈାସୁମୀ, ଆଜିଠାରୁ ୯ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ୪-ଲିଚୁ ଆତଙ୍କ , ବିହାରରେ ଶତାଧିକ ମୃତ୍ୟୁ ପରେ ଏବେ ଓଡ଼ିଶାରୁ ଗାଏବ ହେଲା ଏହି ସୁଆଦିଆ ଫଳ। ୫-୨୧ରେ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ୬-ସହିଦ ଓଡ଼ିଆ ଯବାନ ଅଜିତଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘ...
*ଖବର ଆଜିର* ତାରିଖ ୧୯/୦୬/୧୯, ବୁଧବାର ୧-ଓମ୍ ବିର୍ଲା ହେଲେ ଏନଡିଏ ବାଚସ୍ପତି ପ୍ରାର୍ଥୀ, ବିଜେଡିର ସମର୍ଥନ। ୨-୦.୨୫ % ସୁଧହାର କମାଇଲେ ସବୁ ଘରୋଇ ବ୍ୟାଙ୍କ। ୩-ଏମ୍ସ ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣା। ପ୍ରତିଷ୍ଠା ହେବ ଓଡ଼ିଶା କ୍ୟାନ୍ସର କେୟାର ପ୍ରତିଷ୍ଠାନ। ୪-ନେଷ୍ଟ ପରୀକ୍ଷା ଫଳ ପ୍ରକାଶିତ,ପ୍ରଣବ ଜାତୀୟ ଓ କାହ୍ନା ରାଜ୍ୟ ଟପ୍ପର।୧୦୦ଟି ସ୍ଥାନରେ ଓଡ଼ିଶାରୁ ୨୨ଜଣ। ୫-ଏକ ରାଷ୍ଟ୍ର-ଏକ ନିର୍ବାଚନ: ମୋଦିଙ୍କ ସର୍ବଦଳୀୟ ବୈଠକକୁ ମମତାଙ୍କ ନା। ୬-ଦକ୍ଷତା ବିକାଶ ପ୍ରଶିକ୍ଷଣ ନାଁ ରେ କୋଟିଏ ଟଙ୍କାର ଠକେଇ,RITM ପରିଚାଳନା ନିର୍ଦ୍ଦେଶକ ଗିରଫ। ୭-୨୬ ତାରିଖ ଦିନ ଖୋଲିବ ରାଜ୍ୟର ସବୁ...
*ଇଣ୍ଡିଜ୍କୁ ହରାଇଲା ବାଂଲାଦେଶ* ? 18.06.2019 ଲଣ୍ଡନ : ଚଳିତ ବିଶ୍ବକପ୍ରେ ବାଂଲାଦେଶର ସାକିବ୍ ଅଲ୍ ହାସନ୍ ଚମତ୍କାର ବ୍ୟାଟିଂ ଫର୍ମ ଜାରି ରଖିଛନ୍ତି। ଏହି ବିଶ୍ବକପ୍ର ସର୍ବାଧିକ ରନ୍ ସ୍କୋରର ସାକିବ୍ ବ୍ୟକ୍ତିଗତ ୨ୟ ଶତକ ହାସଲ କରିବାରୁ ସୋମବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି ବାଂଲାଦେଶ। ସାକିବ୍ ଓ ଲିଟନ୍ ଦାସ ଏପରି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଯେ ୩୨୨ ରନ୍ର ପିଛା କରୁଥିବା ବାଂଲାଦେଶ ଆହୁରି ୮.୩ ଓଭର ବାକିଥାଇ ସହଜରେ ୭ ୱିକେଟରେ ଜିତିବାରେ ସଫଳ ହୋଇଛି। ସାଇ ହୋପ୍ଙ୍କ ଲଢ଼ୁଆ ୯୬ ରନ୍ର ଇନିଂସ ସହ ଏଭିନ୍ ଲୁଇସ୍ ଓ ସିମ୍ରନ୍ ହେତ୍ମେୟର ଅର୍ଦ୍ଧଶତକ ମାରି...
*ହାଇକୋର୍ଟ ଖୋଲିବ କିନ୍ତୁ କୋର୍ଟ ବର୍ଜନ କରିବେ ଆଇନଜୀବୀ??* ? 17.06.2019 କଟକ: ଗ୍ରୀଷ୍ମ ଅବକାଶ ଛୁଟି ପରେ ଆଜି ହାଇକୋର୍ଟ ଖୋଲିବ। କିନ୍ତୁ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟ ସମେତ ୩ଟି କୋର୍ଟକୁ ବର୍ଜନ କରିବେ। ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ କଲେଜିୟମକୁ ସୁପାରିସ କରାଯିବା ଘଟଣାର ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ଏବେ ୧୩ଟି ପଦବି ଖାଲି ପଡିଛି। ଆସନ୍ତା ନଭେମ୍ବରରେ ଜଣେ ବିଚାରପତି ଅବସର ଗ୍...
*NEWS DIGEST (16 JUNE 2019, Sunday) - updated at 0724h IST* *ICC World Cup 2019: Aaron Finch, Mitchell Starc headline Australia's 74 win over Lanka 3rd in a row* ICC World Cup 2019: South Africa defeat Afghan by 9 wkts - Imran Tahir, Chris Morris ensured win *Alert in J&K after Pak’s input on threat of ‘IED-vehicle’ attack Pulwama Dist, probably near Awantipora* Operation Sunshine 2: India, Myanmar forces coordinate to destroy NE insurgent camps across border *Bihar: 6 more deaths - Tot...
*ପାକିସ୍ତାନ ଇତିହାସ ରଚିବ ନା ଭାରତ ରେକର୍ଡ? ଜାରି ରଖିବ* ? 16.06.2019 ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍କୁ ନେଇ ଉଭୟ ଦେଶର ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଆଉ ପାକିସ୍ତାନ ଇତିହାସ ରଚିପାରିବ ନା ଭାରତ ତା’ର ରେକର୍ଡ ଜାରି ରଖିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ତା’ହେଲେ କ’ଣ ଏହି ରେକର୍ଡ, ଆସନ୍ତୁ ସେ ବିଷୟରେ ଜାଣିବା। ଦିନିକିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏଯାବତ୍ ୧୩୧ଟି ମ୍ୟାଚ୍ ଖେଳା ଯାଇଛି। ଏଥିରୁ ପାକିସ୍ତାନ ୭୩ଟିରେ...
Image courtesImage courtesy: ଲକ୍ଷ୍ନୌ: ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଉତ୍ତରପ୍ରଦେଶରେ କ୍ରମାଗତ ୨ଟି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଟ୍ବିଟ୍ କରିବାରୁ ଜଣେ ସାମ୍ବାଦିକଙ୍କୁ ଗିରଫ କରାଯିବା ପରେ ଏବେ ଆଉ ଜଣେ ସାମ୍ବାଦିକଙ୍କୁ ରେଲୱେ ପୁଲିସ ମାଡ଼ ମାରିଛି। କେବଳ ଏତିକି ନୁହେଁ ପୁଲିସ କର୍ମଚାରୀମାନେ ତାଙ୍କ ଉପରେ ପରିସ୍ରା କରିଛନ୍ତି। ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଶାମଲି ସହରରେ। ପୁଲିସର ଏହି ବର୍ବରତାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ...
*✈ଆଜି ଉଦ୍ଧାର କାର୍ଯ୍ୟ : ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏନ୍-୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍ ଅଭିମୁଖେ ଉଡ଼ାଣ ଭରିଥିଲା। ଏଥିରେ ମଧ୍ୟରେ ୮ ଜଣ କ୍ରୁ ସଦସ୍ୟ ଏବଂ ୫ ଜଣ ଯାତ୍ରୀ ରହିଥିଲେ। ଶେଷଥର ପାଇଁ ଅପରାହ୍ନ ୧ଟାରେ ବିମାନ ସହ ଯୋଗାଯୋଗ ହୋଇଥିଲା। ବିମାନରେ ଥିବା ଯାତ୍ରୀଙ୍କ ବାବଦରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଦୁର୍ଘଟଣାରେ ????ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।* *ଘଞ୍ଚ ଜଙ୍ଗଲ ଥିବାରୁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାଂଶ ପାଖରେ ପହଞ୍ଚିବାକୁ ସହଜ ନୁହେଁ ବୋଲି ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶର ଡିଜିପି ଏସ...
*ବିଦ୍ୟୁତ ଉପଭୋକ୍ତାଙ୍କ ଲାଗି ଖୁସି ଖବର !ଚଳିତ ଆର୍ଥିକ ବର୍ଷରେ ବଢିବ ନାହିଁ ବିଜୁଳି ଦର, ଡିଜିଟାଲ ପେମେଣ୍ଟରେ ମିଳିବ ବିଶେଷ ରିହାତି* ? 12.06.2019 ଭୁବନେଶ୍ୱର : ସାଧାରଣ ଉପଭୋକ୍ତା ଆଶ୍ୱସ୍ତ। ଚାଷୀ, ବାଣିଜ୍ୟିକ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ଯେଉଁ ରାୟ ଶୁଣାଇଛନ୍ତି, ସେଥିରେ ୨୦୧୯-୨୦ ବର୍ଷ ପାଇଁ କୌଣସି ବର୍ଗର ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ୍ ଶୁଳ୍କ ବା ଦେୟ ବୃଦ୍ଧି କରାଯାଇନାହିଁ। ଅର୍ଥାତ୍ ଗତବର୍ଷର ଧାର୍ଯ୍ୟ ଶୁଳ୍କ ଆଧାରରେ ଏବର୍ଷ ବି ଉପଭୋକ୍ତା ମାସିକ ଦେୟ ଆଦି ପ୍ରଦାନ କରିବେ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ଉପଭୋକ...
*?ପୁରୀରେ ଝାଡ଼ାବାନ୍ତି, ୩୦୦ ଆକ୍ରାନ୍ତ, ଡାକ୍ତରଖାନାରେ ୨୫୭* *?ଅଙ୍ଗୁଠି ଭାଙ୍ଗିବା ପରେ ବିଶ୍ବକପରୁ ଧାୱନ ବାଦ୍ ପଡ଼ିବା ଆଶଙ୍କା :ଭାରତକୁ ଝଟ୍କା* *?ବିଦ୍ୟୁତ ଉପଭୋକ୍ତାଙ୍କ ଲାଗି ଖୁସି ଖବର !ଚଳିତ ଆର୍ଥିକ ବର୍ଷରେ ବଢିବ ନାହିଁ ବିଜୁଳି ଦର, ଡିଜିଟାଲ ପେମେଣ୍ଟରେ ମିଳିବ ବିଶେଷ ରିହାତି* *?ନୀଳଗିରି ଅଞ୍ଚଳରେ ପୁଣି ପଶିଲେ ଝାଡ଼ଖଣ୍ଡୀ ହାତୀପଲ* *?କଲବଲ କରୁଛି ତାତି ! ଛଟପଟ ହେଉଛି ସାରା ଓଡିଶା, ୪୦ ଡିଗ୍ରୀ ଉପରେ ୧୩ ସହର 15 ତାରିଖ ପର୍ଯ୍ୟନ୍ତ ଜାରି ରହିବ* *?ଚଳଚଞ୍ଚଳ ରଥଖଳା, ତିନି ରଥର ଚକଡେରା ଓ ମୁହାଁଟ ବାଡ଼ିଆ* *?ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ସହାୟତା ନିମନ୍ତେ ବେ...
*ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’* ? Jun 12, 2019 ନୂଆଦିଲ୍ଲୀ: ଗୁଜରାଟ ଉପକୂଳ ଅଭିମୁଖେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’। ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତାକାଲି ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ‘ବାୟୁ’ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମୟରେ ଘଣ୍ଟାକୁ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିବ। ପୋରବନ୍ଦର ଓ ମହୁବା ମଧ୍ୟରେ ‘ବାୟୁ’ ଲ୍ୟାଣ୍ଡଫଲ୍ କରିପାରେ। ସମ୍ଭାବ୍ୟ ସ୍ଥିତିକୁ ଦେଖି ବାୟୁସେନା, କୋଷ୍ଟଗାର୍ଡ, ଏନ୍ଡିଆର୍ଏଫ୍ ଏବଂ ଏସଡିଆରଏଫ୍କୁ...
*ICC CRICKET WORLD CUP 2019* 30 May ???????ENG vs ??RSA 2:30pm 31 May ??PAK vs ??WI 2:30pm 01 June ??NZ vs ??SL 01 June ??AFG vs ??AUS 5:30pm 02 June ??RSA vs ??BD 2:30pm 03 June ??PAK vs ???????ENG 2:30pm 04 June ??AFG vs ??SL 2:30pm *05 June ??RSA vs ??IND 2:30pm* 05 June ??BD vs ??NZ 5:30pm 06 June ??AUS vs ??WI 2:30pm 07 June ??PAK vs ??SL 2:30pm 08 June ???????ENG vs ??BD 2:30pm 08 June ??AFG vs ??NZ 5:30pm *09 June ??IND vs ??AUS 2:30pm* 10 June ??RSA vs ??WI 2:30pm 11 June ??BD vs ??S...
*ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଆଖି ବୁଜିଲା ୩ ବର୍ଷର ଶିଶୁ* ? 11.06.2019 ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଗଲା ୩ ବର୍ଷର ଶିଶୁ ଫତେହବୀର ସିଂହ। ଯେଉଁ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା ପୁଣି ଠିକ୍ ଦୁଇ ବର୍ଷ ପରେ ସେଇ ଦିନ ସେ ସବୁ ଦିନ ପାଇଁ ଆଖି ବନ୍ଦ କରିଦେଲା। ଜୁନ୍ ୬ରେ ଘର ପାଖରେ ଖେଳୁଥିବା ବେଳେ ଫତେବୀର ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ବୋରଓ୍ୱେଲ ଭିତରକୁ ଖସି ପଡ଼ିଥିଲା। ଏନଡିଆରଏଫ୍ ଟିମ୍, ପୁଲିସ୍ର ମିଳିତ ଅପରେସନ ଦ୍ୱାରା ୧୫୦ ଫୁଟ ବୋରଓ୍ୱେଲ ଗାତରୁ ଫତେହବୀରଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ମୃତ୍ୟୁ ଦ୍...
*ଆସନ୍ତା ଜୁନ ୧୯’ରେ ଖୋଲିବ ସ୍କୁଲ* ? 11.06.2019 ଭୁବନେଶ୍ୱର : ଚଳିତ ମାସ ୧୯ ତାରିଖରେ ଖୋଲିବ ବିଦ୍ୟାଳୟ । ପୂର୍ବରୁ ଏହି ତାରିଖ ଘେଶଷଣା କରାଯାଇଥିଲା । ତେବେ ବାତ୍ୟା ପାଇଁ ଖୋର୍ଦ୍ଧା,ପୁର,କେନ୍ଦ୍ରାପଡା,କଟକ ଏବଂ ଜଗତସିଂହପୁରର ବହୁ ସ୍କୁଲର କ୍ଷତି ହୋଇଛି । ଏଣୁ ଏଠାରେ ବିଳମ୍ବରେ ଖୋଲିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଆଦେଶ ଦେଇଛନ୍ତି ପୂର୍ବରୁ ଘୋଷଣା କରାଯାଇଥିବା ତାରିଖରେ ହିଁ ଖୋଲିବ ବିଦ୍ୟାଳୟ । ବାତ୍ୟାରେ ରାଜ୍ୟର ୬ ହଜାରରୁ ଅଧିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । କେତେକ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ମାଟିରେ ମିଶି ଯାଇଛି । ପୁରୀ ଜିଲ୍ଲାର ୧୩୭ଟି ବିଦ୍ୟାଳୟ ନ...
*ଖବର ଆଜିର* ତାରିଖ ୧୦/୦୬/୧୯, ସୋମବାର *୧-ଶ୍ରୀଜୀଉଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟ, ଜୁଲାଇ ୪ରେ ରଥ ଯାତ୍ରା, ୧୨ରେ ବାହୁଡ଼ା।* *୨-ସାତ ଦିନିଆ ଗସ୍ତରେ ଦିଲ୍ଲୀରେ ପହଞ୍ଚିଲେ ନବୀନ, ନୀତି ଆୟୋଗ ବୈଠକରେ ଯୋଗ ଦେବେ।* *୩-ରାଜ୍ୟରେ ସ୍କିମ ଚାପ, ଟଙ୍କା ଚିନ୍ତା ବଢ଼ିଲା।କେନ୍ଦ୍ର ଅନୁଦାନ ହାର ନ ବଢ଼ିଲେ ବିପଦ।* *୪-20 ସୁଦ୍ଧା ଓଜେଇଇ ଫଳାଫଳ।* *୫-କିଟ୍ ଓ କିସ୍ ତରଫରୁ କନ୍ଯା କିରଣର ତୃତୀୟ ସଂସ୍କରଣ ରବିବାରରେ ଉଦଘାଟିତ। ଆନ୍ତର୍ଜାତିକ ସ୍ତରରେ ପାଳିତ ହେବ କନ୍ୟା କିରଣ।* *୬-୨୦୧୫ ବିଶ୍ଵ କପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେଲା ଭାରତ, ୩୬ ରନରେ ହରାଇଲା ଅଷ୍ଟ୍ରେଲିଆକୁ।* *୭-ଆନ୍ଧ୍...
୧୦ ଜୁନ୍ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ. ମେଷ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ସହିତ ମିଳିବାର କାରଣରୁ ଘରର ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ରହିବ। ବୃଷ : ଆଜି ଆପଣଙ୍କ ମନ ଅନେକ ପ୍ରକାରର ଚିନ୍ତାରେ ଚିନ୍ତିତ ହୋଇପାରେ। ସ୍ଵାସ୍ଥ୍ୟ ମଧ୍ୟ ଖରାପ ରହିପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାଯୋଗୁଁ ମନରେ ଗ୍ଲାନି ଅନୁଭବ ହୋଇପାରେ। ଅନିଦ୍ରା ଯୋଗୁଁ ଚିଡ଼ଚିଡ଼ା ଲାଗ...
*ଯୋଗ୍ୟତା ନିର୍ଣ୍ଣୟ ପରୀକ୍ଷା ରେ ଆଉ ସଂରକ୍ଷଣ ଗ୍ରହଣୀୟ ନୁହେଁ:ସୁପ୍ରିମ କୋର୍ଟ* ? 04.04.2019 ନୂଆଦିଲ୍ଲୀ : ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ।ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀ ମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତିନ ହେବେ। ସୁପ୍ରିକୋର୍ଟଙ୍କ ଅବକାଶ କାଳୀନ ବେଞ୍ଚ ରେ ଥିବା ଜଷ୍ଟିସ ଇନ୍ଦିରା ବାନାର୍ଜୀ,ଜଷ୍ଟିସ ସଞ୍ଜୀବ ଖାନାଙ୍କ ଖଣ୍ଡପୀଠ କହିଛନ୍ତି ” ଯେ କୌଣସି ଶ୍ରେଣୀ ପାଇଁ ହେଉଥିବା ସଂରକ୍ଷଣ ବ୍ୟବସ୍ଥା କେବଳ ନାମଲେଖା କ୍ଷେତ୍ରରେ ଲାଗୁ ହୋଇପାରିବ।ଯୋଗ୍ୟତା ନିର୍ଣ୍ଣୟ କରିବାକୁ ହେଉଥିବା ପରୀକ୍ଷାରେ କୌଣସି ସଂରକ...
*ଯୋଗ୍ୟତା ନିର୍ଣ୍ଣୟ ପରୀକ୍ଷା ରେ ଆଉ ସଂରକ୍ଷଣ ଗ୍ରହଣୀୟ ନୁହେଁ:ସୁପ୍ରିମ କୋର୍ଟ* ? 04.04.2019 ନୂଆଦିଲ୍ଲୀ : ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ।ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀ ମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତିନ ହେବେ। ସୁପ୍ରିକୋର୍ଟଙ୍କ ଅବକାଶ କାଳୀନ ବେଞ୍ଚ ରେ ଥିବା ଜଷ୍ଟିସ ଇନ୍ଦିରା ବାନାର୍ଜୀ,ଜଷ୍ଟିସ ସଞ୍ଜୀବ ଖାନାଙ୍କ ଖଣ୍ଡପୀଠ କହିଛନ୍ତି ” ଯେ କୌଣସି ଶ୍ରେଣୀ ପାଇଁ ହେଉଥିବା ସଂରକ୍ଷଣ ବ୍ୟବସ୍ଥା କେବଳ ନାମଲେଖା କ୍ଷେତ୍ରରେ ଲାଗୁ ହୋଇପାରିବ।ଯୋଗ୍ୟତା ନିର୍ଣ୍ଣୟ କରିବାକୁ ହେଉଥିବା ପରୀକ୍ଷାରେ କୌଣସି ସଂରକ...
୧୯୯୯ ରେ ଆସିଥିଲେ ୨୦୧୯ ଛାଡ଼ି ଚାଲିଗଲେ ଓଲିଉଡ଼ ଜଗତର ଜଣାଶୁଣା ହାସ୍ୟ ଅଭିନେତା ସଲିଲ୍ ମିତ୍ର ଙ୍କ ପରଲୋକ । May 12 ତାରିଖ ରେ ସୁଟିଂ ସାରି ଫେରୁଥିବାବେଳେ ଘଟଗାଁ କଲେଜ ଛକଠାରେ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଆହତ ସଲିଲ୍ ମିତ୍ର ଙ୍କୁ କଟକ ଓ ପରେ ଭୁବନେଶ୍ୱର ସ୍ଥିତ କିମସ୍ ମେଡିକାଲ ରେ ଚିକିତ୍ସା ହେଉଥିଲେ ଆଜି ରାତ୍ରୀ ୧୨ଟା ୧୫’ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ମୃତ୍ୟୁ ବେଳକୁ ତାଙ୍କ ପାଖରେ ୨ଝିଅ ଓ ସ୍ତ୍ରୀ ଥିଲେ । ଶ୍ରଦ୍ଧାଞ୍ଜଳି ଜଣାଉଛି ଦାଦା ।
HOMEPAGE ଜାତୀୟ ପାଣି ମାଗିବାକୁ ଆସିଥିବା ମହିଳାଙ୍କୁ ମଝି ରାସ୍ତାରେ ଗୋଇଠା ମାରିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ ଅହମ୍ମଦାବାଦ୍,୩।୬: ଗୁଜରାଟରେ ପାଣି ମାଗିବାକୁ ଆସିଥିବା ଜଣେ ମହିଳାଙ୍କୁ ଭାଜପା ବିଧାୟକ ମଝି ରାସ୍ତାରେ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ଗୁଜରାଟର ନରୋଡ଼ାରେ ଘଟିଛି। ମହିଳା ବିଧାୟକ ବଳରାମ ଥାଓ୍ବାଣୀଙ୍କୁ ପିଇବା ପାଣି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହାଶୁଣି ବଳରାମ ନିୟନ୍ତ୍ରଣ ହରାଇ ମହିଳାଙ୍କୁ ପିଟିବା ଆରମ୍ଭ କରିଥିଲେ। ବିଧାୟକଙ୍କ ସମର୍ଥକମାନେ ମଧ୍ୟ ମହିଳାଙ୍କୁ ପିଟୁଥିବା ଭିଡ଼ିଓରେ ଦେଖିବା...
*ଯୁବପିଢିଙ୍କ ପାଇଁ ସମସ୍ୟା ପାଲଟିଛି ଥାଇରଏଡ୍ ! ଏହି ଉପାୟ ଆପଣାଇ ଥାଇରଏଡ୍ ଭଳି ସମସ୍ୟାରୁ ପାଆନ୍ତୁ ମୁକ୍ତି ।* ଥାଇରଏଡ୍ ଏକ ଧନୁ ଆକାରର ଗ୍ରନ୍ଥି ଯାହା ଥାଇରଏଡ୍ ଥିବା ରୋଗୀଙ୍କ ଗଳାରେ ବଢିଥାଏ । ବିଶେଷଜ୍ଞଙ୍କ କହିବାନୁସାର ଥାଇରଏଡ୍ ହେଉଛି ଏକ ସାଧାରଣ ରୋଗ । ଯାହାର ସମ୍ଭାବନା ଆମ ଜୀବନରେ ତିନି ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ । ତେବେ ଆସନ୍ତୁ ଆଜି ଏଭଳି କିଛି ଟିପ୍ସ ଜାଣିବା ଯାହାଦ୍ୱାରା ଆପଣ ଏହି ରୋଗରୁ ନିଜକୁ ବଚାଂଇବାରେ ସକ୍ଷମ ହୋଇପାରିବେ । ସନ୍ତୁଳିତ ଆହାର : ସନ୍ତୁଳିତ ଆହାର ଖାଇବା ଥାଇରଏଡ୍ ପାଇଁ ସବୁଠାରୁ ଅଧିକ ଜରୁାରୀ । ଅନ୍ତ ଖରାପ ହେଲେ ଥାଇରଏଡ୍ ଭଳି ସମସ୍ୟା ଦେଖାଯାଇଥାଏ । ଏଭଳି...
*?ଭୁବନେଶ୍ୱରରେ କଳ୍ପନାଙ୍କ ମରଶରୀର: ଶେଷ ଦର୍ଶନ କଲେ କ୍ରୀଡ଼ା ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି*
*??????? ??????? କାଲି ଦିଲ୍ଲୀ ବିମାନ ବିଳମ୍ବ ପାଇଁ ବର୍ତମାନ ଭୁବନେଶ୍ୱର ପହଞ୍ଚିଲା ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର, କଳିଙ୍ଗ ଷ୍ଟାଡିୟମ କୁ ନିଆ ଯାଉଛି ଶେଷ ଦର୍ଶନ ପାଇଁ*
ପ୍ରତାପ ନନାଙ୍କ ମନ୍ତ୍ରାଳୟରେ ଜନନାୟକ ବିଜୁବାବୁଙ୍କ ଫଟୋ ଏହା ହେଉଛି ଆମ ଓଡ଼ିଶାର ବିଶିଷ୍ଟତା ବିରୋଧୀ ଦଳ ହେଲେ ମଧ୍ୟ ମହାନାୟକ ମାନଙ୍କୁ ସମ୍ମାନ ପ୍ରଦାନ ।
*ଖବର ଆଜିର* ତାରିଖ ୦୨/୦୫/୧୯, ରବିବାର ୧-ଆସନ୍ତା ୩ରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ।ଚଳିତ ବର୍ଷ ବିଜ୍ଞାନରେ ୯୯ ହଜାର ୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । odisharesults.nic.in ଓ chseodisha.nic.in ଓ୍ଵବ ସାଇଟରେ ରେଜଲ୍ଟ ହେବ ଉପଲବ୍ଧ। ୨-ଓଡ଼ିଶା ବିଧାନସଭାର ୨୨ତମ ବାଚସ୍ପତି ହେଲେ ସୂର୍ଯ୍ୟ ପାତ୍ର। ୩-ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ, ଆମେରିକା ନ୍ୟାସନାଲ ‘ସ୍ପେଲିଙ୍ଗ ବି’ କଣ୍ଟେଷ୍ଟର ଚମ୍ପିଆନ ହେଲେ ଶ୍ରୁତିକା ପାଢୀ। ୪-ମହାକାଳପଡ଼ା: ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ୫-ସୁରଟ କୋଚିଂ ସେଣ୍ଟର ଅଗ୍ନି...
ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଠାରୁ ଓଡ଼ିଶାର ସବୁଠାରୁ ବଡ଼ ଚିକିତ୍ସାଳୟ ଏସ ସି ବି ମେଡିକାଲ ବହୁତ କିଛି ଆଶା କରୁଅଛି। କାରଣ ବର୍ତ୍ତମାନ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏସ ସି ବି ବହୁ ସମୟରେ ସମାଲୋଚନା ର ଶିକାର ହେଉଛି। ବାରମ୍ବାର ଲୋକଙ୍କ ମନରେ ଦୁଃଖ ପ୍ରକାଶ ପାଇଛି , ନାମଭି ମଧ୍ୟ ଖରାପ ହବାରେ ଲାଗିଛି ,ଏ ସବୁ ସମସ୍ୟା ଭିତରୁ ସମାଧାନର ସୂତ୍ର କାଢିବ ନିହାତି ଆବଶ୍ୟକ ତେଣୁ ଆଗକୁ କିଭଳି ସୁଚାରୁରୂପେ ଏସ ସି ବି ଚାଲିବ ତାହା ସମସ୍ତେ ଆଶା କରୁଛନ୍ତି।
ତ କିଛି ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା ବନିଥିବା ତଥା ପ୍ରଥମ ଥର ପାଇଁ ସାଂସଦ ହୋଇ ମନ୍ତ୍ରୀପଦ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପୋଲ ଖୋଲିଛି ବିବିସି । କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତାପଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା, ଯେଉଁ ଖବର ପରିବେଷଣ କରାଯାଉଥିଲା ତାହା ଉପରେ ଟିପ୍ପଣୀ ଦେଇଛି ବିବିସି । ସାଧାସିଧା, ସରଳ ଜୀବନ ଜିଉଁଥିବା, ସାଧାରଣ ମଣିଷଟେ ଭଳି ବଞ୍ଚୁଥିବା ପ୍ରତାପଙ୍କୁ ଯେଉଁ ଭଳି ଭାବେ ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ବର୍ଣ୍ଣନା କରାଯାଇଛି ତାହାର ପେଡ଼ି ଖୋଲିଛି ଲୋକପ୍ରିୟ ଆନ୍ତର୍ଜାତୀୟ ନିରପେକ୍ଷ ଗଣମାଧ୍ୟମ ବିବିସି । ପ୍ରତାପଙ୍କ ବି...
Homeପଲିଟିକ୍ସ ଫଲିଟିକ୍ସ ପୁଣି ଚର୍ଚ୍ଚାରେ ପ୍ରତାପ ଷଡ଼ଙ୍ଗୀ, ଏବେ ଅନ୍ତର୍ଜାତୀୟ ମିଡିଆରେ… ପଲିଟିକ୍ସ ଫଲିଟିକ୍ସରାଜ୍ୟ Share Get real time updates directly on you device, subscribe now. Subscribe ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା ବନିଥିବା ତଥା ପ୍ରଥମ ଥର ପାଇଁ ସାଂସଦ ହୋଇ ମନ୍ତ୍ରୀପଦ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପୋଲ ଖୋଲିଛି ବିବିସି । କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତାପଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା, ଯେଉଁ ଖବର ପରିବେଷଣ କରାଯାଉଥିଲା ତାହା ଉପରେ ଟିପ୍ପଣୀ ଦେଇଛି ବିବିସି । ସାଧାସିଧା, ସରଳ ଜୀବନ ଜିଉଁଥିବ...
*ଖବର ଆଜିର* ତାରିଖ ୦୧/୦୬/୧୯, ଶନିବାର ୧-ମୋଦିଙ୍କ ପ୍ରଥମ କ୍ୟାବିନେଟ୍ ମିଟିଂରେ ବଡ଼ ନିଷ୍ପତ୍ତି, ଏବେ ସବୁ ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା, ଚାଷୀ ଓ ଖୁଚୁରା ବ୍ୟବସାୟୀଙ୍କୁ ମାସକୁ ମିଳିବ ୩୦୦୦ ଟଙ୍କା ପେନସନ। ୨-ଜୁନ ୧୭ରୁ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ, ଜୁଲାଇ ୫ରେ ଉପସ୍ଥାପନ ହେବ ପୂର୍ଣ୍ଣ ବଜେଟ୍। ୩-ତାତିରୁ ମିଳିଲା ତ୍ରାହି। ବର୍ଷାରେ ଭିଜିଲା ଟ୍ବିନ ସିଟି। ୪-ସକ୍ରିୟ ହେଉଛି ମୈ।ସୁମୀ, ପ୍ରଥମ ସପ୍ତାହରେ କେରଳ ଛୁଇଁବ। ୫-ସରିଲା ମେ ମାସ, ତଥାପି ଅନିଶ୍ଚିତତା ଭିତରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶନ। ୬-ସୀତାରମଣ ହେଲେ ଦେଶର ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ। ସରସ୍ଵତୀ ଶିଶ...
New Cabinet for BJP Sports minister- Gautam Gambhir Foreign minister- Miss Smriti Irani Finance minister: Jayant Sinha Defence minister: Rajnath singh Home minister: Amit Shah Commerce minister: Varun Gandhi Railways minister: Baijayanta panda Agriculture minister: kiran rijju Human Resource minister: Mrs Nirmala Sitaraman Transport minister: Nitish Gadkari Industry minister: Arvind Sawant ( SS) Parliament minister: Shahnawaz Hussain Minority’s affair: Jual Oram Civil aviation’s...
*ଖବର ଆଜିର* ତାରିଖ ୩୧/୦୫/୧୯, ଶୁକ୍ରବାର ୧-ମୋଦି ସରକାର ୨: ଶପଥ ନେଲେ ୨୪କ୍ଯାବିନେଟ,୯ ସ୍ବାଧୀନ,୨୪ରାଷ୍ଟ୍ରମନ୍ତ୍ରୀ।ରାଜନାଥ,ଗଡକରୀ,ସ୍ମୃତୀ ଇରାନୀ ରହିଲେ , ବାଦ୍ ପଡିଲେ ସୁଷମା,ମେନକା ଓ ଜୁଏଲ। ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ ସାମିଲ। ୨-ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ମୋଦୀ, ମା ହୀରାବେନ ଖୁସିରେ ବଜାଇଲେ ତାଳି। ୩-ମୁଖ୍ୟମନ୍ତ୍ରୀଙ୍କ ସମେତ ଗତକାଲି ବିଧାନସଭା ଗୃହରେ ଶପଥ ନେଲେ ୧୦୬ ନବ ନିର୍ବାଚିତ ବିଧାୟକ।ଆଜି ଆଉ ୪୦ଜଣ ନେବେ ଶପଥ। ୪-ରାୟଗଡ଼ା ସମୁଦଳା ଶିକ୍ଷକଙ୍କ ହତ୍ୟା ମାମଲା: ସ୍ତ୍ରୀ ଓ ତାଙ୍କ ପ୍ରେମିକ ସହ ୩ ଗିରଫ। ୫-ନବୀନଙ୍କ ଫୋକସରେ ବିଜେପୁର, ଘୋଷଣା କଲେ ବଡ ପ୍ୟାକେଜ୍...
New Cabinet for NDA(BJP) Sports minister- Gautam Gambhir Foreign minister- Miss Smriti Irani Finance minister: Jayant Sinha Defence minister: Rajiv pratap Rudi Home minister: Amit Shah Commerce minister: Varun Gandhi Railways minister: Piyush Goyal Agriculture minister: Rajnath Singh Human Resource minister: Mrs Nirmala Sitaraman Transport minister: Nitish Gadkari Industry minister: Arvind Sawant ( SS) Parliament minister: Shahnawaz Hussain Minority’s affair: Mukhtar Abbas Naqvi...
??*ଖବର ଆଜିର* ?? ତାରିଖ ୨୮/୦୫/୧୯, ମଙ୍ଗଳବାର ୧-ଓଡ଼ିଶା ଇଲେକ୍ସନ ୱାଚ ରିପୋର୍ଟ:୬୭ ବିଧାୟକ ଦାଗୀ ଓ ୯୫ ଜଣ କୋଟି ପତି। ୨-ପାଖେଇ ଆସୁଛି ଘୋଷଯାତ୍ରା, ୩ ରଥର ୪୨ଟି ଚକ ନିର୍ମାଣରେ ଲାଗିଛନ୍ତି ବିଶ୍ୱକର୍ମା ମହାରଣା।ରଥ ଦଉଡି ନିର୍ମାଣର ଶୁଭାରମ୍ଭ। ୩-ଜୁନ ୬ରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ୪-ସୁରଟ ଅଗ୍ନିକାଣ୍ଡ ପରେ ତତ୍ପର ରାଜ୍ୟ ଅଗ୍ନିଶମ ବିଭାଗ।୨୩ଟି ଶିକ୍ଷା ଅନୁଷ୍ଠାନରେ ଯାଞ୍ଚ। ୫-ରାଜ୍ୟବାସୀ ବାଛିବେ ବିଜେଡିର ଉତ୍ତରାଧିକାରୀ: ନବୀନ। ବିଜେପୁର ଛାଡି ପାରନ୍ତି ନବୀନ। ୬-ଯାଜପୁର :ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କଲା ବିଜେଡି। ୭-ଇଣ୍ଡିଆ ଟୁଡେ...
ଏକଦା -DNT infrastructure Pvt Ltd. (DIN -00216520) ଚିଟ୍ ଫଣ୍ଡ ଗଢି ରାଜ୍ୟରୁ ଶହଶହ କୋଟି ଟଙ୍କା ଲୁଟିଥିବା ସୌମ୍ୟ ରଞ୍ଜନ ପଟନାୟକ । ଲୋକଙ୍କ ଟାର୍ଗେଟରୁ ବଂଚିବାପାଇଁ ପାଇଁ କୃଷକ ସଙ୍ଘଠନ ଓ ଚିଟ୍ ଫଣ୍ଡ ମିଳିତ ମଞ୍ଚ ସହ ଯୋଡିହୋଇଥିଲେ, ନିଜର ରାଜ୍ୟସଭା ଆସନ ପାଇଁ କୃଷକ ସଙ୍ଘଠନ କୁ ବଳିପକାଇଥିଲେ ଏବଂ ଆଉ ନିକଟରେ ବିଜେଡ଼ି ଦଳକୁ ହାଇଜାକ୍ କରି ନିଜର ମୁଖ୍ୟମନ୍ତ୍ରୀ ହେବାର ଲାଳସା ପୂରଣ ପାଇଁ ଚିଟ୍ ଫଣ୍ଡ ମିଳିତ ମଞ୍ଚକୁ ବଳି ପକାଇ ଖଣ୍ଡପଡା ଆସନରୁ ବିଧାୟକ ହେବାରେ ସଫଳ ହେଲେ ,ଏଠାରେ କହି ରଖୁଛୁକି ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରଙ୍କ ଆତ୍ମା ର ସଦ୍ଗତି କାମନା କରି ଶୁଦ...
Add me as a friend on YouTube! https://youtu.be/addme/O9AWCoFhTPXo4sfoaBgxCQwygOohHA
ଭଦ୍ରକ ଜିଲ୍ଲାବାସୀ ବାରମ୍ଵାର ଶାସକ ଦଳକୁ ବିପୁଳ ସମର୍ଥନ କରିବା ପରେବି ଏଯାଏ ଭଦ୍ରକ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଅବହେଳିତ ଓ ପଛୁଆ ହୋଇ ରହିଛି.
ନିର୍ବାଚନ ଫଳାଫଳ ପ୍ରକାଶ ପାଇବ କାଲି ହେଲେ ଆଜିଠାରୁ ଆସ୍କାରେ ଦେଖିବାକୁ ମିଳିଛି ହିଂସା । ଚଳିତ ନିର୍ବାଚନରେ ଆସ୍କାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ମନୋଜ ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି
?ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହି ସମୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ ,ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ଉପସ୍ଥିତ ଅଛନ୍ତି। ଏ ବର୍ଷ ପାସ୍ ହାର ୭୦.୭୮% ଥିବା ଜଣାଯାଇଛି ।...
*ଖବର ଆଜିର* ତାରିଖ ୨୧/୦୫/୧୯, ମଙ୍ଗଳବାର ୧-ଆଜି ୯ ଟାରେ ପ୍ରକାଶ ପାଇବ ମାଟ୍ରିକ୍ ଫଳାଫଳ, ଦିନ ୧୧ଟାରେ ଅନ୍ଲାଇନ୍ ହେବ ଉପଲବ୍ଧ।www.bseodisha.nic.in ଓ www.odisharesult.nic.in ୨-ଚତୁର୍ଥ ଥର ବିଶ୍ଵର ଶ୍ରେଷ୍ଠ ଏନଜିଓ ତାଲିକାରେ କିସ୍ :NGO ADVISOR,Geneva ୩-ଆଜିଠାରୁ ଖୋଲିବ ନନ୍ଦନକାନନ। ୪-୩୦ ଯାଏଁ ଜାରି ରହିବ ପ୍ରବଳ ଖରା।୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି। ୫-ଦୂତିଙ୍କ ସମଲିଙ୍ଗୀ ପ୍ରସଙ୍ଗ: ମାଙ୍କ ମନ୍ତବ୍ୟ ଖଣ୍ଡନ କଲେ ଦୌଡରାଣୀ, କହିଲେ -ଏହା ମୋର ବ୍ୟକ୍ତିଗତ ବ୍ୟାପାର। ୬-ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀଙ୍କୁ ଧରିବାରେ କମିଶନରେଟ ପୋଲିସ ସଫଳ। ୭-ବ...
ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସୁଧାର : ପୁରୀକୁ ଛାଡ଼ିଦେଲେ ୯୦% ଅଧିକ ଉପଭୋକ୍ତା ପାଇଲେଣି ବିଜୁଳି, ଶ୍ରୀକ୍ଷେତ୍ର ସ୍ବାଭାବିକ ହେବାକୁ ଲାଗିବ ସମୟ ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା । ବିଶେଷ କରି ଏସବୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଇତି ମଧ୍ୟରେ ଅବଶିଷ୍ଟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପାଖାପାଖି ବାତ୍ୟା ପୂର୍ବ ସ୍ଥିତି ଫେରି ଆସିଲାଣି । ପୁରୀକୁ ଛାଡ଼ିଦେଲେ ବାତ୍ୟା କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସଜଡ଼ା ଯାଇ ପ୍ରାୟ ୯୦%ରୁ ଅଧିକ ଉପଭୋକ୍ତା...
This site was designed with Websites.co.in - Website Builder
We appreciate you contacting us. Our support will get back in touch with you soon!
Have a great day!
Please note that your query will be processed only if we find it relevant. Rest all requests will be ignored. If you need help with the website, please login to your dashboard and connect to support